34.1 C
Bhubaneswar
Friday, October 18, 2024
Homeଓଡିଶାଆବାସ ବଣ୍ଟନର ଯାଂଚ ହେବ: ଗିରିରାଜ

ଆବାସ ବଣ୍ଟନର ଯାଂଚ ହେବ: ଗିରିରାଜ

ଭୁବନେଶ୍ୱର: ଓଡିଶାରେ ପିମେ ବଂଟନ ଉପରେ ଆପତ୍ତି ଉଠାଇଲେ କେନ୍ଦ୍ର ମନ୍ତ୍ରୀ । ଆପତ୍ତି ଉଠାଇଲେ କେନ୍ଦ୍ର ଗ୍ରାମୀଣ ମନ୍ତ୍ରୀ ଗିରିରାଜ ସିଂ । ଓଡିଶାରେ ଯୋଗ୍ୟ ଲୋକ ଆବାସ ପାଉନଥିବା ଅଭିଯୋଗ ହେଉଛି । ଓଡିଶାରେ ପିମେରେ ଆବାସ ବଂଟନର ଯାଂଚ ହେବ ବୋଲି ସୂଚନା ଜାରି । ସବୁ ନିୟମରୁ ଉର୍ଦ୍ଧ୍ୱକୁ ଯାଇ ଓଡିଶାକୁ ୩୮ ଲକ୍ଷ ଘର ଦିଆଯାଇଛି । ୨ ଦିନିଆ ଓଡିଶା ଗସ୍ତରେ ଆସି ଏହିଭଳି ମନ୍ତବ୍ୟ ରଖିଛନ୍ତି ଗିରିରାଜ ।

ସମ୍ବଲପୁରରେ ପହଂଚିଲେ ବିଜେପି ପ୍ରତିନିଧି ଦଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking