27.1 C
Bhubaneswar
Saturday, October 19, 2024
Homeବିଜିନେସ୍ସେନ୍‌ସେକ୍ସ, ନିଫ୍‌ଟି ସୂଚକାଙ୍କ ବୃଦ୍ଧି

ସେନ୍‌ସେକ୍ସ, ନିଫ୍‌ଟି ସୂଚକାଙ୍କ ବୃଦ୍ଧି

ନୂଆଦିଲ୍ଲୀ : ସେନ୍‌ସେକ୍ସ ଓ ନିଫ୍‌ଟି ସୂଚକାଙ୍କ ବୃଦ୍ଧି ପାଇଥିବା ଜଣାପଡିଛି । ମଙ୍ଗଳବାର ଷ୍ଟକ୍ ମାର୍କେଟ କାରବାର ଶେଷ ସୁଦ୍ଧା ସେନ୍‌ସେକ୍ସ ୩୧୧.୨୧ ପଏଣ୍ଟ ବୃଦ୍ଧି ପାଇ ୬୦,୧୫୭.୭୨ରେ ପହଞ୍ଚିଛି । ଅପରପକ୍ଷରେ ନିଫ୍‌ଟି ସୂଚକାଙ୍କ ୯୮.୨୫ ପଏଣ୍ଟ ବୃଦ୍ଧି ପାଇ ୧୭,୭୨୨.୩୦ ଛୁଇଁଛି । ସେନ୍‌ସେକ୍ସ ବୃଦ୍ଧି ପାଇଥିବାରୁ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ, ଟାଟା ଷ୍ଟିଲ, ଆଇଟିସି, ଆଇସିଆଇସିଆଇ ବ୍ୟାଙ୍କ, ବଜାଜ୍ ଫିନ୍‌ସର୍ଭ, ମାରୁତି ଉଦ୍ୟୋଗ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭଳି ସଂସ୍ଥା ଲାଭବାନ ହୋଇଥିବାବେଳେ ଟିସିଏସ୍‌, ଇନ୍‌ଫୋସିସ୍‌, ଏଚ୍‌ସିଏଲ ଟେକ୍ନୋଲୋଜି, ଟେକ୍ ମହିନ୍ଦ୍ରା, ଏସିଆନ ପେଣ୍ଟ୍‌ସ, ୱିପ୍ରୋ ଓ ଟାଟା ମୋଟର୍ସ ଭଳି କମ୍ପାନୀଗୁଡିକୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking