25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଭାରତରେ ୟୁକ୍ରେନ ବିଦେଶ ରାଷ୍ଟ୍ରମନ୍ତ୍ରୀ

ଭାରତରେ ୟୁକ୍ରେନ ବିଦେଶ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ : ୟୁକ୍ରେନର ବିଦେଶ ରାଷ୍ଟ୍ରମନ୍ତ୍ରୀ ଏମିନ୍ ଝାପାରୋଭା ଚାରିଦିନିଆ ଭାରତ ଗସ୍ତରେ ଆସି ସୋମବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ୨୦୨୨ ଫେବୃଆରୀରେ ରୁଷ୍‌-ୟୁକ୍ରେନ ଯୁଦ୍ଧ ଲାଗିବା ପରଠାରୁ ୟୁକ୍ରେନର କୌଣସି ମନ୍ତ୍ରୀଙ୍କ ଏହା ପ୍ରଥମ ଭାରତ ଗସ୍ତ । ଭାରତରେ ଅବସ୍ଥାନ କାଳେରେ ଝାପାରୋଭା ଭାରତୀୟ ବିଦେଶ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି ଏବଂ ଡେପୁଟୀ ଏନ୍‌ଏସଏ ବିକ୍ରମ ମିଶ୍ରିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ରୁଷ-ୟୁକ୍ରେନ୍ ଯୁଦ୍ଧରେ ଭାରତର ଭୂମିକାକୁ ୟୁକ୍ରେନ୍ ନିୟମିତଭାବେ ପ୍ରଶଂସା କରିଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking