32.1 C
Bhubaneswar
Saturday, October 19, 2024
Homeଓଡିଶାନନ୍ଦନକାନନରେ ଅଣ୍ଡିରା ଭାଲୁ ବଳିଆ ଅସୁସ୍ଥ

ନନ୍ଦନକାନନରେ ଅଣ୍ଡିରା ଭାଲୁ ବଳିଆ ଅସୁସ୍ଥ

ବାରଙ୍ଗ: ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଭାଲୁ ସଫାରିରେ ଥିବା ଭାଲୁ ବଳିଆ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏହି ଭାଲୁଟିକୁ ସୋମବାର ନନ୍ଦନକାନନରେ ଥିବା ଡାକ୍ତରଖାନା ନିଆଯାଇଛି । ଗତ କିଛିଦିନ ଅସୁସ୍ଥ ହୋଇପଡି ଖାଦ୍ୟ ପାନୀୟ ଠିକ ସେ ଗ୍ରହଣ କରୁନଥିଲା । ଔଷଧ ଖାଇବାକୁ ଦିଆଯାଇଥିଲା । ହେଲେ ବଳିଆ ଭାଲୁର ସ୍ୱାସ୍ଥ୍ୟରେ ଟିକେ ଉନ୍ନତି ପରିଲକ୍ଷିତ ହୋଇଥିବାବେଳେ ଆଜି ହଠାତ ଚଲା ବୁଲା କରିନପାରି ସ୍ୱାସ୍ଥ୍ୟର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଫଳରେ ଆଜି ବଳିଆକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଛି ।

ଦୟାନଦୀରେ ବୁଡ଼ି ଛାତ୍ରୀଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking