34.1 C
Bhubaneswar
Friday, October 18, 2024
Homeଓଡିଶାବୁଲା କୁକୁରଙ୍କୁ ବିଷ : ଥାନାରେ ଲିଖିତ ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା

ବୁଲା କୁକୁରଙ୍କୁ ବିଷ : ଥାନାରେ ଲିଖିତ ଅଭିଯୋଗ କଲେ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆସିଛି ଭିନ୍ନ ଚିତ୍ର । ଚନ୍ଦ୍ରଶେଖରପୁର ଅଞ୍ଚଳ ଶ୍ରୀଅନ ଶ୍ରମିକ ବସ୍ତି ଅଞ୍ଚଳରେ ବୁଲା କୁକୁରଙ୍କୁ ବିଷ ଦେଇ ମାରି ଦିଆଯାଇଛି । ଫଳରେ ୬ କୁକୁରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏପରିକି ଅଞ୍ଚଳରେ କିଛି କୁକୁର ଅସୁସ୍ଥ ହୋଇଥିବା ନେଇ ସୂଚନା ରହିଛି । ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଇଡି ନେଲା ନକଲି ଡାକ୍ତର ମାମଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking