31.1 C
Bhubaneswar
Friday, October 18, 2024
Homeଓଡିଶାଇଡି ନେଲା ନକଲି ଡାକ୍ତର ମାମଲା

ଇଡି ନେଲା ନକଲି ଡାକ୍ତର ମାମଲା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନକଲି ଡାକ୍ତର ରମେଶ ସ୍ୱାଇଁ ଠକେଇ ମାମଲାର ତଦନ୍ତ ଭାର ନେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରମେଶଙ୍କ ଆର୍ଥିକ ନେଣଦେଣର ତଦନ୍ତ କରିବ ଇଡି । ରମେଶଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିବ ଇଡି । ନିଜକୁ ଡାକ୍ତର ପରିଚୟ ଦେଇ ୧୬ ଜଣଙ୍କୁ ବିବାହ କରିଥିଲେ ରମେଶ । ବିବାହ କରି ସଂପୃକ୍ତ ମହିଳାଙ୍କଠାରୁ ଲକ୍ଷାଧିକ ଠକିଥିବା ଅଭିଯୋଗ ଥିଲା ।

ପୋଲିସ ଗୁଳିରେ ୫ ନକ୍ସଲ ସଫା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking