28.1 C
Bhubaneswar
Friday, October 18, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ, ୩ ଗୁରୁତର

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ, ୩ ଗୁରୁତର

କୋରାପୁଟ: ମର୍ମନ୍ତୁଦ ଦୁର୍ଘଟଣାରେ ୨ ଶ୍ରମିକ ମୃତ । କୋରାପୁଟ ପଟାଙ୍ଗି ବ୍ଲକ୍‌ ଲାଉଡି ନିକଟରେ ପିକଅପ୍‌ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୨ ଜଣ ଆନ୍ଧ୍ର ଶ୍ରମିକଙ୍କ ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ହୋଇଛନ୍ତି । ଭାରତମାଳା ରାସ୍ତା କାମରେ ନିୟୋଜିତ ଥିଲେ ଆନ୍ଧ୍ର ପ୍ରଦେଶ ସାଲୁର ଅଂଚଳର ଶ୍ରମିକ । ସମସ୍ତ ଆହତଙ୍କୁ ସାଲୁର ପରେ ବିଜୟନଗରମ୍‌ ହସପିଟାଲରେ ଭର୍ତ୍ତି କରାଯାଇଛି । ଗାଡିରେ ମୋଟ ୧୫ଜଣ ଶ୍ରମିକ ଥିଲେ ।

ମୋଦୀ ପୁଣି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking