27.1 C
Bhubaneswar
Saturday, October 19, 2024
Homeଓଡିଶାଘର ବାରଣ୍ଡାରେ ୨୪ ଘଣ୍ଟା ଧରି ପଡିରହିଛି ଜଣେ ବ୍ୟକ୍ତିଙ୍କ ମୃତଦେହ

ଘର ବାରଣ୍ଡାରେ ୨୪ ଘଣ୍ଟା ଧରି ପଡିରହିଛି ଜଣେ ବ୍ୟକ୍ତିଙ୍କ ମୃତଦେହ

ବ୍ରହ୍ମଗିରି: ଘର ବାରଣ୍ଡାରେ ପଡିଛି ଜଣେ ବ୍ୟକ୍ତିଙ୍କ ମୃତଦେହ । ଗୋପ ଗାଁରେ ୨୪ ଘଣ୍ଟା ଧରି ପଡିରହିଛି ମୃତଦେହ । ମୃତକ ପଶ୍ଚିମବଙ୍ଗର ସେହି ଘରେ ଭଡା ରହୁଥିବା ସୂଚନା । ମୃତଦେହ ଦୀର୍ଘ ସମୟ ଯାଏଁ ପଡିରହିବାରୁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ସୂଚନା ।

ମୋଦୀ ପୁଣି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking