24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଟ୍ରେନିଂ ବେଳେ ଦୁଇ ସେନା ଯବାନଙ୍କ ମୃତ୍ୟୁ

ଟ୍ରେନିଂ ବେଳେ ଦୁଇ ସେନା ଯବାନଙ୍କ ମୃତ୍ୟୁ

କୋଲ୍‌କାତା : ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ଟ୍ରେନିଂବେଳେ ଦୁର୍ଘଟଣାରେ ଭାରତୀୟ ସେନାର ଦୁଇଜଣ ଯବାନଙ୍କ ମୃତ୍ୟୁ ଘଟିଛି । ପୂର୍ବ କମାଣ୍ଡ୍ ଦାୟିତ୍ୱରେ ଥିବା ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ବୁଧବାର ଯବାନମାନଙ୍କୁ ରଶି ସାହାଯ୍ୟରେ ନଦୀ ପାର କରିବା ଟ୍ରେନିଂ ଦିଆଯାଉଥିବା ବେଳେ ଗୋଟିଏ ରଶି ଛିଣ୍ଡି ଯାଇଥିଲା ଏବଂ ତିନିଜଣ ଯବାନ ସରୋବର ହ୍ରଦରେ ପଡ଼ିଯାଇଥିଲେ । ଜଣକୁ ଜୀବନ୍ତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking