27.1 C
Bhubaneswar
Friday, September 20, 2024
Homeଓଡିଶାରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର:ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ହେଲେ ଯୁକ୍ତ ୨ ଦ୍ବିତୀୟ ବର୍ଷ କଳା ବିଭାଗର ପ୍ରଜ୍ଞା । ଛାତ୍ରୀଙ୍କ ଘର ରାୟଗଡ଼ା ଜିଲ୍ଲାରେ ହୋଇଥିବା ସୂଚନା । ଦୁଇଟି ପରୀକ୍ଷା ଖରାପ ହୋଇଥିବା ଯୋଗୁଁ ମାନସିକ ଚାପରେ ଥିଲେ । ଘଟଣାସ୍ଥଳରୁ ସୁଇସାଇଡ ନୋଟ ଜବତ କରି ତଦନ୍ତ କରୁଛି ସହିଦ ନଗର ଥାନା ପୋଲିସ ।

ସରକାରୀ ଦଳ ସବୁ କୁକର୍ମରେ ଜଡିତ: ନରସିଂହ 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking