28.1 C
Bhubaneswar
Thursday, September 19, 2024
Homeଓଡିଶାମେ ୧୦ରେ ଝାରସୁଗୁଡା ଉପ ନିର୍ବାଚନ

ମେ ୧୦ରେ ଝାରସୁଗୁଡା ଉପ ନିର୍ବାଚନ

ଝାରସୁଗୁଡା : ଘୋଷଣା ହେଲା ଝାରସୁଗୁଡା ଉପ ନିର୍ବାଚନ ତାରିଖ । ମେ ୧୦ରେ ଭୋଟ ଗ୍ରହଣ, ଏବଂ ମେ ୧୩ରେ ହେବ ଭୋଟ ଗଣତି । ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡିଛି ଝାରସୁଗୁଡା ଆସନ । ଏପ୍ରିଲ ୨୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ କରାଯିବ । ୨୧ରେ ଯାଞ୍ଚ,୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର । ମେ ୧୦ ବୁଧବାର ଦିନ ଭୋଟ ଗ୍ରହଣ କରାଯିବ । ମେ ୧୩ ଶନିବାର ଦିନ ଭୋଟ ଗଣତି । ଝାରସୁଗୁଡାରେ ୨ ଲକ୍ଷ ୨୧ ହଜାର ଭୋଟର । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର ୧ଲକ୍ଷ ୧୦ହଜାର ।ମହିଳାଙ୍କ ସଂଖ୍ୟା ରହିଛି ୨ଲକ୍ଷ ୨୦ହଜାର ।

ମେ ୧୦ ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking