27.1 C
Bhubaneswar
Saturday, October 19, 2024
Homeଓଡିଶାଋକୁଣା ରଥ ପାଇଁ ପୁଲିସ କଟକଣା

ଋକୁଣା ରଥ ପାଇଁ ପୁଲିସ କଟକଣା

ଭୁବନେଶ୍ୱର: ଲିଙ୍ଗରାଜଙ୍କ ରୁକୁଣା ରଥାତ୍ରା ଓ ବାହୁଡ଼ା ଯାତ୍ରାରେ ଯାନବାହାନ ଚଳାଚଳ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି । ସୂଚନା ଅନୁଯାୟୀ, କୌଣସି ଯାନବାହାନ ମାଉସୀ ମା ଛକଠାରୁ ରଥ ରୋଡ଼ରେ ଯିବାକୁ ଅନୁମତି ଦିଆଯିବ ନାହିଁ । ଗାଡ଼ିଗୁଡ଼ିକ ମାଉସୀ ମା ଛକଠାରୁ ମ୍ୟୁଜିୟମ୍ ଛକ ଆଡ଼କୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଚଳାଚଳ କରିପାରିବେ । ରଥ ରୋଡ଼ରେ ବାରିକ ସାହି ଗଳି, ମହାରଣା ସାହ ଗଳି, ଗୋସାଗରେଶ୍ୱର ଛକ ଗଳି, ଶୀତଳ ଷଷ୍ଠୀ ଛକ ଗଳି, ତିନିମୁଣ୍ଡିଆଛକ ଗଳି, ହରଚଣ୍ଡୀ ଗଳି, ମୁନା ମେଡିତାଲ ଗଳି ଏବଂ ଅନ୍ୟ ସାହି ରାସ୍ତା କିମ୍ବା ଗଳି ରାସ୍ତାରୁ କୌଣସି ଯାନବାହାନ ରଥ ରୋଡ଼ରେ ଯାତାୟାତା କରିପାରିବ ନାହିିଁ । ରଥ ଖଳାଠାରୁ ରଥ ରୋଡରେ କୌଣସି ଯାନବାହାନ ଯିବାକୁ ଅନୁମତି ଦିଆଯିବ ନାହିଁ । ସେଗୁଡ଼ିକ ବାଟ ମହାଦେବ ମନ୍ଦିର ଟୁ ବି.ଏମ.ସି ମାର୍କେଟ କମ୍ପେ୍ଲକ୍ସ କିମ୍ବା ବିନ୍ଦୁ ସାଗାର ରାସ୍ତା ଦେଇ ଯାଇାରିବ । ନିୟମ ଉଲଙ୍ଘନକାରୀଙ୍କୁ ଠାରୁ ଓଡ଼ିଶା ଅର୍ବାନ ଆ ୨୦୦୩ ଧାରା ୯୬ ଅନୁଯାୟୀ ୫୦୦ କିମ୍ବା ସର୍ବାଧିକ ୧ ହଜାର ଟଙ୍କା ପର୍‌ୟନ୍ତ ଜରିମାନା ଆଦାୟ କରାିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking