28.1 C
Bhubaneswar
Saturday, October 5, 2024
Homeଓଡିଶାମାଗଣା ସିଭିଲ ସର୍ଭିସ କୋଚିଂ ପାଇଁ ଆଜି ପ୍ରବେଶିକା ପରୀକ୍ଷା

ମାଗଣା ସିଭିଲ ସର୍ଭିସ କୋଚିଂ ପାଇଁ ଆଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର: ମାଗଣା ସିଭିଲ ସର୍ଭିସ କୋଚିଂ ପାଇଁ ଆଜି(ରବିବାର) ପ୍ରବେଶିକା ପରୀକ୍ଷା । ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ରାଜ୍ୟର ସଫଳତା ହାର କମିବାରେ ଲାଗୁଛି । ତେଣୁ ଏନେଇ ମାଗଣାରେ କୋଚିଂ ଦେବାକୁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଏଥିପାଇଁ ଆଜି ହେବ ପ୍ରବେଶିକା ପରୀକ୍ଷା ।

ଦୀର୍ଘ ବର୍ଷ ଧରି ରାଜ୍ୟରୁ ବହୁତ କମ ପ୍ରଶାସନିକ ସେବା କ୍ଷେତ୍ରରେ ଉତ୍ତୀର୍ଣ୍ଣ ହେଉଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଯାହା ବିନା ମୂଲ୍ୟରେ ସିଭିଲ ସର୍ଭିସ କୋଚିଂ ନେଇପାରିବେ ଯୁବକ ଯୁବତୀ । ଏଥିରେ କେବଳ ରାଜ୍ୟର ୨୦୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ କୋଚିଂ ପ୍ରଦାନ କରାଯିବ । ମାଗଣା ସିଭିଲ ସର୍ଭିସ କୋଚିଂ ପାଇଁ ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking