କେନ୍ଦୁଝର: ଜଙ୍ଗଲରେ ୪ଟି ମଇଁଷିକୁ ମାରି ଖାଇଲା ବାଘ । ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷି ମାରି ଖାଇଲା ବାଘ । ମଇଁଷି ମାରି ଖାଇଥିବା ସୂଚନା ଦେଲେ ଘଟଗାଁ ରେଞ୍ଜର । ଗୋଟିଏ ନା ଅଧିକ ବାଘ ୪ଟି ମଇଁଷି ମାରିଛନ୍ତି ସ୍ପଷ୍ଟ ହୋଇନି କହିଲେ । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଂଚି ଛାନଭିନ ଆରମ୍ଭ କରିଛି ।