27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶପାକ୍ ସୀମାରେ ଅନୁପ୍ରବେଶକାରୀ ମୃତ

ପାକ୍ ସୀମାରେ ଅନୁପ୍ରବେଶକାରୀ ମୃତ

କୁପୱାଡ଼ା: ଜମ୍ମୁ-କଶ୍ମୀରର କୁପୱାଡ଼ାରେ ଭାରତ-ପାକ୍ ସୀମାରେ ସୁରକ୍ଷା ବଳ ଜଣେ ଅନୁପ୍ରବେଶକାରୀକୁ ହତ୍ୟା କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଅନୁପ୍ରବେଶ ସୂଚନା ମିଳିବା ପରେ ସୁରକ୍ଷାବଳ ଅଞ୍ଚଳରେ ଅପରେସନ୍ ଚଳାଇଥିଲା । ଏହି ଅବସରରେ ଅନୁପ୍ରବେଶ ଉଦ୍ୟମ କରୁଥିବା ଜଣେ ଅଜ୍ଞାତ ବ୍ୟକ୍ତିକୁ ଯବାନମାନେ ଗୁଳିକରି ହତ୍ୟା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking