24.1 C
Bhubaneswar
Saturday, October 19, 2024
Homeଅପରାଧପେଟ୍ରୋଲ ପମ୍ପରେ ବୁଲିଲା ଖଣ୍ଡା

ପେଟ୍ରୋଲ ପମ୍ପରେ ବୁଲିଲା ଖଣ୍ଡା

ଭୁବନେଶ୍ୱର: ପେଟ୍ରୋଲ ପକାଇବାକୁ ନେଇ ରାଜଧାନୀର କଳ୍ପନା ଛକରେ ଥିବା ପେଟ୍ରୋଲ ପମ୍ପରେ ଆଜି ସନ୍ଧ୍ୟାରେ ଖଣ୍ଡା ବୁଲିଛି। କଳ୍ପନା ଛକରେ ଥିବା କଳ୍ପନା ଜୟ ଅଟୋ ସେଣ୍ଟରରେ ପେଟ୍ରୋଲ ପକାଇବାକୁ ନେଇ ଉତ୍ତେଜନା ଦେଖାଦେଇଛି ।୩ ଜଣ ଯୁବକ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବାବେଳେ ପେଟ୍ରୋଲ ପମ୍ପର ଏକାଧିକ କର୍ମଚାରୀ ଆହତ ହୋଇଛନ୍ତି ।

ଆହତ କର୍ମଚାରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ଦୀର୍ଘ ସମୟ ଧରି ଆତଙ୍କ ରଚିଥିବାବେଳେ ଯୁବକଙ୍କୁ ସ୍ଥାନୀୟ ଲୋକ କାବୁ କରିଥିଲେ । ଆକ୍ରମଣ କରିଥିବା ଯୁବକଙ୍କୁ ପୁଲିସ ଜିମା ଦିଆଯାଇଥିବାବେଳେ ସିସିଟିଭିରେ ପୁରା ଘଟଣା ରେକର୍ଡ ହୋଇଛି । ବର୍ତ୍ତମାନ ଘଟଣାସ୍ଥଳରେ ପୁଲିସ ପହଂଚି ଉକ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କରି ଛାନଭିନ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking