ଭୁବନେଶ୍ୱର: ଗୃହ ବାହାରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଦୋହରାଇଲେ ମୋହନ ମାଝୀ । ଭାଇରାଲ ହୋଇଥିବା ଗଣିତ ପ୍ରଶ୍ନପତ୍ର ସେଟ୍ ଦେଖାଇ ଅଭିଯୋଗ କରିଥିବା ସୂଚନା । ମେଡ଼ାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ସରକାର ଖେଳୁଛନ୍ତି । ଅଭିଯୋଗର ସତ୍ୟତା ରହିଛି ଏବଂ ଏଥିପାଇଁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତ ମୋହନ ମାଝୀ ।