28.1 C
Bhubaneswar
Sunday, September 29, 2024
Homeଓଡିଶାପୂର୍ତ୍ତ ବିଭାଗରେ ପିସି ନାହିଁ-ପ୍ରଫୁଲ୍ଲ ମଲ୍ଲିକ

ପୂର୍ତ୍ତ ବିଭାଗରେ ପିସି ନାହିଁ-ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ୱର: ଆମ ବିଭାଗରେ ପିସି ନାହିଁ ବୋଲି କହିଲେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଯେବେବେଳେ ଯିଏ ପିସି ନେଉଛି , ସେ ଭିଜିଲାନ୍ତ୍ର ଦ୍ୱାରା ଧରାପଡୁଛି । ଆମ ବିଭାଗରେ ଭଲ ଅଫିସର ଅଛନ୍ତି, କେବେ ପିସି ନିଅନ୍ତିନି । ଆମ ବିଭାଗ ଜିରୋ କରପ୍ସନ ପଲିସି ଅବଲମ୍ବନ କରୁଛି ବୋଲି କହିଲେ ସଚିବ । ଯେଉଁଠି ଭୁଲ ହେବ କଣ୍ଟ୍ରାକ୍ଟର ହେଉ କି ଅଫିସର, ସେମାନଙ୍କୁ ଆମେ ଛାଡିବୁନି ବୋଲି କହିଛନ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ।

‘ମୋ କଲେଜ ଅଭିଯାନ’ ପ୍ରକଳ୍ପ ସମୀକ୍ଷା; ବଦଳିବ ୭ କଲେଜର ଚେହେରା; ବିକାଶ ପାଇଁ ୩.୧୨ କୋଟି ମଞ୍ଜୁର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking