28.1 C
Bhubaneswar
Sunday, September 29, 2024
Homeଓଡିଶାପୋଖରୀରେ ବୁଡି ନାବାଳକର ମୃତ୍ୟୁ

ପୋଖରୀରେ ବୁଡି ନାବାଳକର ମୃତ୍ୟୁ

ଭଞ୍ଜନଗର: ଗାଁ ପୋଖରୀରେ ବୁଡି ନାବାଳକର ମୃତ୍ୟୁ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗାଙ୍ଗପୁର ଗାଁ ପୋଖରୀରେ ବୁଡି ୫ମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ସ୍ଥାନୀୟ ହରିଜନ ସାହିର ବାଦଲ ନାୟକ । ସ୍କୁଲରୁ ଫେରି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବାଦଲ। ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗାଁ ପୋଖରୀରୁ ଉଦ୍ଧାର କରିଥିଲେ । ପ୍ରଥମେ ସୂର୍ଯ୍ୟନଗର ଓ ପରେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ମେଡିକାଲ ରେ ପ‌ହଞ୍ଚି ମୃତ ଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking