26.1 C
Bhubaneswar
Monday, November 25, 2024
Homeଓଡିଶାକେଉଁ ବିଭାଗକୁ କେତେ ରହିଛି ପୂର୍ଣ୍ଣାଙ୍ଗ ବଜେଟ୍‌

କେଉଁ ବିଭାଗକୁ କେତେ ରହିଛି ପୂର୍ଣ୍ଣାଙ୍ଗ ବଜେଟ୍‌

ଭୁବନେଶ୍ୱର:ସରିଯାଇଛି ଚଳିତବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ଏବଂ ଉପସ୍ଥାପନା କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ ବର୍ଷ ୨ଲକ୍ଷ ୩୦ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା ।ତେବେ ଚାଲନ୍ତୁ ଦେଖିବା କାହା ପାଇଁ କେତେ ହୋଇଛି ଅର୍ଥର ବ୍ୟୟବରାଦ ।
.ସହରାଞ୍ଚଳ ବିକାଶ ପାଇଁ ୭,୯୧୯ କୋଟିର ବ୍ୟୟ ବରାଦ
.ମହିଳା ମିଶନଶକ୍ତି,ମହିଳା ଓ ଶିଶୁ କଲ୍ୟାଣ ପାଇଁ ୬୨୨୪ କୋଟି
.ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ପାଇଁ ୧୩୫୮ କୋଟିର ବ୍ୟୟବରାଦ
.ବିପର୍ଯ୍ୟୟ ପରିଚାଳନା ପାଇଁ ୩୭୦୦ କୋଟି
.ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୩୦,୦୩୦କୋଟି
.ଏସ୍‌ସିଏସ୍ଟି କଲ୍ୟାଣ ପାଇଁ ବଜେଟରେ ୩୮,୪୩୭ କୋଟି
.ଇଏବଂଆଇଟି ପାଇଁ ୩୫୬କୋଟି,ହସ୍ତତନ୍ତ ବୟନଶିଳ୍ପ ପାଇଁ ୨୧୯କୋଟି
.ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ୮୧୩୦କୋଟି ଟଙ୍କାର ବ୍ୟୟବରାଦ
.ପର୍ଯ୍ୟଟନ-୬୮୦,କ୍ରୀଡା ପାଇଁ ୧୨୧୭କୋଟିର ବ୍ୟୟବରାଦ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking