17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଏବେ ପେଡ୍ ସବସ୍କ୍ରିପ୍ସନ ହେବ ମେଟା

ଏବେ ପେଡ୍ ସବସ୍କ୍ରିପ୍ସନ ହେବ ମେଟା

ନୂଆଦିଲ୍ଲୀ: ଟ୍ୱିଟର ପରେ ପେଡ୍ ସବସ୍କ୍ରିପ୍ସନ ସେବା ଆରମ୍ଭ କଲା ମାର୍କ ଜୁକରବର୍ଗଙ୍କ ମେଟା କମ୍ପାନୀ । ଫେସବୁକ୍, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପର ପ୍ୟାରେଣ୍ଟ୍ କମ୍ପାନୀ ମେଟା ମଧ୍ୟ ଏକ ପ୍ରିମିୟମ୍ ଯାଞ୍ଚ ସେବା ଘୋଷଣା କରିଛି । ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ମଧ୍ୟ ଯାଞ୍ଚ ହୋଇଥିବା ଆକାଉଣ୍ଟ ଅର୍ଥାତ ବ୍ଲୁ ଟିକ୍ ପାଇଁ ଦେୟ ଦେବାକୁ ପଡ଼ିବ । ୱେବ୍ ପାଇଁ ଏହାର ମୂଲ୍ୟ ୯୯୩ ଟଙ୍କା ଏବଂ ଆଇଓଏସ ପାଇଁ ୧୨୪୧ ଟଙ୍କା ନିର୍ଦ୍ଧାରିତ କରାଯାଇଛି । କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ଏନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ପ୍ରଥମ ଥର ପାଇଁ ଏହି ସେବା ଆରମ୍ଭ ହେବ ।

ଦେବାଳିଆ ପରିସ୍ଥିତିରେ ପାକିସ୍ତାନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking