କାମାକ୍ଷାନଗର: ତନ୍ତ୍ର ସାଧନା ପାଇଁ ସ୍ତ୍ରୀକୁ ହତ୍ୟା କରି ପୂଜାର୍ଚ୍ଚନା କରୁଛି ନୃଶଂସ ସ୍ୱାମୀ । ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଏହିଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା । ସ୍ୱାମୀ ଜଣଙ୍କ ସ୍ତ୍ରୀକୁ ହତ୍ୟା କଲା ପରେ ମୃତଦେହକୁ ଜଙ୍ଗଲ ଭିତରକୁ ନେଇ ପୂଜାର୍ଚ୍ଚନା କରୁଛି । ତନ୍ତ୍ର ସାଧନା ପାଇଁ ହତ୍ୟା କରିଥିବା ପୋଲିସର ସୂଚନା ।