28.1 C
Bhubaneswar
Sunday, September 22, 2024
Homeଅପରାଧବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁବୃତ୍ତ

ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁବୃତ୍ତ

ସମ୍ବଲପୁର: ବିଚ୍ ରାସ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଧନୁପାଲୀ ଥାନା ତୂରୀପଡାରେ ଯୁବକଙ୍କୁ ହାଣି ପକାଇଲେ ଦୁବୃତ୍ତ । ଯୁବକଙ୍କ ବେକରେ ଗଭୀର କ୍ଷତ ହୋଇଥିବା ସୂଚନା । ସେଥିପାଇଁ ବୁର୍ଲା ମେଡିକାଲରେ ଯୁବକଙ୍କୁ ସ୍ଥାନାନ୍ତର କରାଯାଇଛି । କିଏ ଓ କାହିଁକି ଯୁବକଙ୍କୁ ଆକ୍ରମଣ କଲେ ତାହା ଏବେ ଯାଏଁ ଜଣାପଡିନାହିଁ ।

ମନରେଗା ଅନୁବାଦ କମିନି: ସୀତାରମଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking