29.1 C
Bhubaneswar
Saturday, September 21, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବ ବିଜେପି

ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବ ବିଜେପି

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବ ବିଜେପି ।ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟା ଏ ନେଇ ସୁଚନା ଦେଇଛନ୍ତି । ୩ ଦିନ ଯାଏ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ପୋଡିବ ବିଜେପି ।ବିପର୍ଯ୍ୟୟୁ ଆଇନ ଶୃଙ୍ଖଳା ପ୍ରତିବାଦରେ କୁଶପୁତ୍ତଳିକା ପୋଡିବ । ଆଜି ଏବଂ ଆସନ୍ତା ୧୯ଓ୨୦ ତାରିଖରେ କୁଶପୁତ୍ତଳିକା ଦାହ କରାଯିବାର ଯୋଜନା କରାଯାଇଛି ।ପ୍ରତି ବିଧାନସଭା କ୍ଷେତ୍ରରେ ଦାହ କରାଯିବାର ଯୋଜନା କରାଯାଇଛି ।

ମନରେଗା ଅନୁବାଦ କମିନି: ସୀତାରମଣ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking