30.1 C
Bhubaneswar
Saturday, September 21, 2024
Homeଓଡିଶାସେ ଚାହିଁଲେ ମାରିପାରିବେ: ଜୟନାରାୟଣ

ସେ ଚାହିଁଲେ ମାରିପାରିବେ: ଜୟନାରାୟଣ

ଭୁବନେଶ୍ୱର: ଅରୂପ ପଟ୍ଟନାୟକଙ୍କ ମନ୍ତବ୍ୟ ଉପରେ ଜୟନାରାୟଣ ନିଜ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ମାରିପାରୁଛନ୍ତି, ମୋତେ ବି ମାରପାରିବେ । ମୁଁ ଜଣେ ସାଧାରଣ ମଣିଷ, ସେ ଚାହିଁଲେ ମାରିପାରିବେ । ସେ ଯେଉଁଠିକି କହିବେ ସେଠାକୁ ଯିବି, ମୋତେ ମାରିପାରିବେ । ରାଜ୍ୟରେ ଯଦି ଜଣେ ଏପରି କାମ କରିପାରୁଛି ତେବେ ଏଥିରୁ ଶାସନ ବ୍ୟବସ୍ଥା ଜଣାପଡୁଛି । ବାଂଲାଦେଶୀ ବିକ୍ଷୋଭ ବେଳେ ଅରୂପ ବାବୁ କମିଶନର ଥିଲେ । ସେତେବେଳେ ତାଙ୍କ ଭୂମିକା କଣ ଥିଲା ସମସ୍ତେ ଜାଣିଛନ୍ତି । ସେ କେଉଁଭଳି ଭାବେ ଆଇପିଏସ ପାଇଥିବେ ସେହି ଜିନିଷଟି ଲୋକ ନିହାତି ଜାଣିବା ଦରକାର ।

ସୁକେଶ ଚନ୍ଦ୍ରଶେଖର ପୁଣି ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking