31.1 C
Bhubaneswar
Saturday, September 21, 2024
Homeଓଡିଶାବଲାଙ୍ଗିରରେ କଂଗ୍ରେସ-ବିଜେଡି ହତାହାତି

ବଲାଙ୍ଗିରରେ କଂଗ୍ରେସ-ବିଜେଡି ହତାହାତି

ବଲାଙ୍ଗିର: ବଲାଙ୍ଗିର ସଂସ୍କୃତି ଭବନ ଉଦଘାଟନ ବେଳେ ତୁମୁଳ କାଣ୍‌ଡ ଘଟିଥିବା ସୂଚନା । ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡି କଂଗ୍ରେସ କର୍ମୀ ହାତାହାତି ହୋଇଥିବା ଖବର ସାମ୍ନାକୁ ଆସିଛି । ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କ ଉପସ୍ଥିତିରେ ମାରପିଟ୍ ହୋଇଥିବା ସୂଚନା । ଆକ୍ରମଣରେ ଜଣେ ମହିଳା କାଉନସିଲର ଆହତ ହୋଇଛନ୍ତି ।

୩ କନ୍ୟାଙ୍କ ସହ କୂଅକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking