ପୂଆପଡ଼ା: ଟ୍ରକ୍-ବାଇନ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ବାପ-ପୁଅଙ୍କ ଜୀବନ । ଏଭଳି ଦୁଃଖଦ ଘଟଣା ନୂଆପଡ଼ା ଜିଲ୍ଲା ଲଖନା ଥାନା କୁଶଦହନା ଗାଁ’ ନିକଟରେ ଘଟିଛି । ୨ ମୃତକ କୋମନା ଥାନା ମିଛାପଲ୍ଲୀ ଗାଁ’ର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।