ଢ଼େଙ୍କାନାଳ: ସକାଳୁ ସକାଳୁ ଏକ ଦୁଃଖଦ ଘଟଣା ଆସି ପହଞ୍ଚିଛି । ବସ ଦୁର୍ଘଟଣାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ।ଘଟଣାସ୍ଥଳରେ ଯେଉଁ ମୃତ୍ୟୁ ହୋଇଛି ସେଥିରେ ଦୁଇ ଜଣ ମହିଳା ଅଛନ୍ତି । ତେବେ ଏହି ବସଟି ବ୍ରିଜ ତଳକୁ ଖସି ପଡିବାରୁ ଏହି ଦୁର୍ଘଟଣା ଘଟିଛି । ବସଟି ଭାରସମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିବା ସୂଚନା ମିଳିଛି ।