ନୂଆଦିଲ୍ଲୀ: ନିଜର ରୁଟିନ ଚେକ୍ ଅପ୍ ପାଇଁ ମେଡିକାଲରେ ହୋଇଛନ୍ତି ସୋନିଆ ଗାନ୍ଧି । ଦିଲ୍ଲୀର ଗଙ୍ଗାରାମ ମେଡିକାଲରେ ଝିଅ ପ୍ରିୟଙ୍କା ସହ ପହଞ୍ଚିଥିବା ସୂଚନା ମିଳିଛି । ତେବେ ସେ ଏଠାକୁ କେବଳ ନିଜର ରୁଟିନ ଚେକ୍ ଅପ୍ ପାଇଁ ଆସିଥିବା ଜଣାଯାଇଛି । କୌଣସି ଅସୁସ୍ଥତା କିମ୍ବା ଜଟିଳ ସମସ୍ୟା ନଥିବା ସୂଚନା ମିଳିଛି ।
୭ ତାରିଖରେ ଓଡିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ