27.1 C
Bhubaneswar
Saturday, October 19, 2024
Homeଓଡିଶାରାଜ୍ୟରେ ୫୫୧୫ଟି ଅଛି ପଡ଼ା ଗାଁ, ୬୬୫ ଗାଁକୁ ମିଳିଛି ରାଜସ୍ଵ ମାନ୍ୟତା

ରାଜ୍ୟରେ ୫୫୧୫ଟି ଅଛି ପଡ଼ା ଗାଁ, ୬୬୫ ଗାଁକୁ ମିଳିଛି ରାଜସ୍ଵ ମାନ୍ୟତା

ଭୁବନେଶ୍ଵର : ରାଜ୍ୟରେ ସମୁଦାୟ ୫୧୭୨୩ ଗାଁ ଅଛି। ଏଥିରୁ ୫୫୧୫ ହେଉଛି ପଡା ଗାଁ। ଏଥି ମଧ୍ୟରୁ ୬୬୫ ଗାଁକୁ ରାଜସ୍ୱ ଗାଁର ମାନ୍ୟତା ଦିଆଯାଇଛି। ୯୯୮ ଗାଁର ସଠିକ୍ ସରକାରୀ ଦସ୍ତାବିଜ ନଥିବାରୁ ରାଜସ୍ୱ ମାନ୍ୟତାରୁ ରବ୍ଦ କରାଯାଇଛି। ଅବଶିଷ୍ଟ ୩୩୫୨ ଗାଁର ରାଜସ୍ୱ ମାନ୍ୟତା ପାଇଁ ଜିଲ୍ଲାପାଳଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ପଡା ଗାଁରେ ରହୁଥିବା କୌଣସି ବ୍ୟକ୍ତି ସରକାରୀ ସୁବିଧାରୁ ବଞ୍ଚିତ ହେବା ଖବର ନାହିଁ। ୨୫୦ ଜନସଂଖ୍ୟା ବିଶିଷ୍ଟ ପଡା ଗାଁକୁ ରାଜସ୍ୱ ମାନ୍ୟତା ମିଳେ। ପଡା ଗାଁର ଦୂରତ୍ୱ, ଭୌଗଳିକ ସ୍ଥିତି ଅନୁଧ୍ୟାନ କରି ରାଜସ୍ୱ ଗାଁର ମାନ୍ୟତା ଦିଆଯିବ ବୋଲି ଗୃହରେ ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking