ବ୍ୟୁରୋ: ବିପର୍ୟ୍ୟୟ ସମ୍ପର୍କିତ ଖବର ସଂଗ୍ରୟ ବେଳେ ସମ୍ବାଦିକଙ୍କ ସୁରକ୍ଷା ପ୍ରସଙ୍ଗ । ସମ୍ବାଦିକଙ୍କ ସୁରକ୍ଷା ପାଇଁ ଗାଇଡ ଲାଇନ ପ୍ରସ୍ତୁତ ନିମନ୍ତେ କମିଟି ଗଠନ । ଏନ୍ଏଚ୍ଆର୍ସିଙ୍କ ପରାମର୍ଶରେ ୩ ଜଣିଆ କମିଟି କଲେ ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ । ବରିଷ୍ଠ ସମ୍ବାଦିକ ତଥା ପିସିଆଇ ସଦସ୍ୟ ପ୍ରସନ୍ନ ମହାନ୍ତି କମିଟିର ଆବାହକ । କମିଟିରେ ଗୁରବିର ସିଂହ ଓ ଡାକ୍ତର ସୁମନ ଗୁପ୍ତା ସଦସ୍ୟ ମନୋନୀତ ।
ବିବାଦରେ ରିତେଶ ଦେଶମୁଖ, ୧୧୬ କୋଟି ଟଙ୍କା ଋଣ ମାମଲାରେ ରାଜ୍ୟ ସରକାର ଦେଲେ ଯାଞ୍ଚ ଆଦେଶ