19.1 C
Bhubaneswar
Friday, November 22, 2024
Homeଓଡିଶାନଗଡ଼ା ଜଙ୍ଗଲରେ କଲରା ପତିରିଆ ବାଘ ବଂଶ ବୃଦ୍ଧି

ନଗଡ଼ା ଜଙ୍ଗଲରେ କଲରା ପତିରିଆ ବାଘ ବଂଶ ବୃଦ୍ଧି

ଯାଜପୁର: ଯାଜପୁର ଜିଲ୍ଲାର ର ସୁକିନ୍ଦା ବ୍ଲକର ନଗଡ଼l ଜଙ୍ଗଲ ରେ କାଲରାପତିଆ ବାଘ ବଂଶ ବୁଦ୍ଧି ପାଉଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି l ଏ ସମ୍ପର୍କ ରେ ସ୍ଥାନୀୟ ବିଧାୟକ ତଥା ଗ୍ରାମ୍ୟ ଉନୟନ ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେଇ ଙ୍କୁ ବନ ବିଭାଗ ଅବଗତ କରିଛନ୍ତି ମହାଗିରି ଜଙ୍ଗଲ ରେ ବାଘ ବୁଲୁ ଥିବା ସ୍ଥାନୀୟ ବାସିନ୍ଦା ବନ ବିଭାଗ ନିକଟରେ ଅଭିଯୋଗ କରି ଥିଲେ ବନ ବିଭାଗ ଏହା କୁ ଅସ୍ୱୀକାର କରି ଥିଲା l

ଏବେ ସତ୍ୟ ବୋଲି ସଫେଇ ଦେଉଛି l କଟକ ବନ ଖଣ୍ଡ ସୁକିନ୍ଦା ରଂlସୋଲ ସେକେସନ ଅଧିନସ୍ତ ଦୈତାରୀ ଜଙ୍ଗଲ ରେ କଲରା ପତରିଆ ବାଘ ସଂଖ୍ୟା ବୃଦ୍ଧି ପାଉଛି ୭ ରୁ ୮ ବାଘ ରହି ଥିବାର କଟକ ବନ ଖଣ୍ଡ ର ଡି ଏଫ ଓ ସଞ୍ଜୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି l ବାଘ ବଂଶ ବୁଦ୍ଧି ପରିବେଶ ବିତି ଙ୍କୁ ଉତ୍ସାହିତ କରୁ ଥିଲା ବେଳେ ସ୍ଥାନୀୟ ଲୋକ ଙ୍କ ମନ ରେ ଭୟ ସଂଚାରିତ ହେଉଛି l ପାଦ ଚିହ୍ନ ମଳ ମୂତ୍ର କୁ ପରୀକ୍ଷା ପାଇଁ ପଠାଯାଇଛି ନାଗଡl ତଳ ନାଗଡl ଗୁହlସାଳି ଚିଙ୍ଗୁଡି ପାଳ ମହାଗୀର ଅଞ୍ଚଳ ରେ ମହା ବାଳ ବାଘ ର ପାଦ ଚି଼ହ୍ନ ଓ ରଡି ଶୁଣିବାକୁ ମିକୁଛି ବୋଳି ସ୍ଥାନୀୟ ଅଧିବାସୀ ମାନେ ଅଭିଯୋଗ କରୁଛନ୍ତି l

କେନ୍ଦ୍ର ସରକାର ଙ୍କ ଜଙ୍ଗଲ ପରିବେଶ ଜଳ ବାୟୁ ମନ୍ତ୍ରଣା ପକ୍ଷରୁ ସୁକିନ୍ଦା ଓ ଟମକା ଓ ଦୈତାରୀ ପ୍ରଭୁତି ଅଞ୍ଚଳ ରେ ବାଘ ପାକଳନ ଅବସରରେ ଗତ ୮ ତାରିଖ ଠାରୁ ୩ ଦିନ ଧରି ବିଭାଗୀୟ ସର୍ବକ୍ଷେଣ ସଂସ୍ଥା ସର୍ବକ୍ଷେଣ କରି ବାଘ ସମ୍ପର୍କ ରେ ଅନେକ ପ୍ରାମାଣିକ ତଥ୍ୟ ସଂଗ୍ରହ କରି ଥିବା ର ଜଣେ ବନ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking