33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶ୧୫୮୩ କୋଟି କ୍ଷତି ସହିଛି ଇଣ୍ଡିଗୋ

୧୫୮୩ କୋଟି କ୍ଷତି ସହିଛି ଇଣ୍ଡିଗୋ

ମୁମ୍ବାଇ : ଦେଶର ବୃହତ୍ତମ ଘରୋଇ ଏୟାରଲାଇନ୍ସ ଇଣ୍ଡିଗୋ ଚଳିତ ଆର୍ôଥକବର୍ଷର ଦ୍ୱିତୀୟ ତ୍ରୈମାସିକ (ଜୁଲାଇ-ସେପ୍ଟେମ୍ବର)ରେ ୧୫୮୩.୩ କୋଟି ଟଙ୍କାର କ୍ଷତି ସହିଥିବା ଜଣାପଡିଛି ।

ଗତବର୍ଷ ଏହି ସମୟରେ କମ୍ପାନୀର କ୍ଷତି ପରିମାଣ ୧୪୩୬ କୋଟି ଟଙ୍କା ରହିଥିଲା । ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ଡଲାର ତୁଳନାରେ ଟଙ୍କାର ସ୍ଥିତି ଦୁର୍ବଳ ହେଉଥିବା କାରଣରୁ କ୍ଷତି ପରିମାଣ ବୃଦ୍ଧି ପାଇଥିବା କୁହାଯାଇଛି । କୋଭିଡ୍ ପରେ ଇଣ୍ଡିଗୋ ଏୟାରଲାଇନ୍ସର ବ୍ୟବସାୟ ବୃଦ୍ଧି ପାଇଛି ସତ, ତେବେ କ୍ଷତି ପରିମାଣ ମଧ୍ୟ ସେହି ଅନୁପାତରେ ବଢିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking