19.1 C
Bhubaneswar
Monday, November 25, 2024
Homeଓଡିଶାଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ !

ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ !

ପାରଳାଖେମୁଣ୍ଡି : ଚିକିତ୍ସା ଅବହେଳାରୁ ୨ ବର୍ଷର ଶିଶୁ ମୃତ୍ୟୁ ଅଭିଯୋଗ । ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକଙ୍କ ହୋହଲ୍ଲା । ଜ୍ୱରରେ ଆକ୍ରାନ୍ତ ଗୁରାଣ୍ଡି ଗାଁର ଶିଶୁ କାଲି ମେଡିକାଲ ଆସିଥିଲେ । ଡାକ୍ତର ନ ଥିବାରୁ ନର୍ସ ଚିକିତ୍ସ କରିଥିବା ଅଭିଯୋଗ କଲେ ପରିବାର ଲୋକେ । ଔଷଧ ସେବନ ପରେ ଅଧିକ ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ସିଡିଏମଓ ।

ଡାକ୍ତରଙ୍କଠାରୁ ୩ ଲକ୍ଷ ନେଇଗଲେ ସାଇବର ଠକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking