33.1 C
Bhubaneswar
Saturday, October 5, 2024
Homeଓଡିଶାସଡ଼କ ଦୁର୍ଘଟଣାରେ ଯୁବତୀ ମୃତ

ସଡ଼କ ଦୁର୍ଘଟଣାରେ ଯୁବତୀ ମୃତ

ଭଦ୍ରକ: ଧାମରା ବନ୍ଦର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀ ପ୍ରାଣ ହରାଇଛନ୍ତି । ମୃତ ଯୁବତୀ ଜଣକ ସିଲେଇ ଶିକ୍ଷା ସାରି ନିଜ ଘରକୁ ଫେରୁଥିବା ବେଳେ ଧାମରା ବନ୍ଦରକୁ ଯାଉଥିବା ଏକ ଟ୍ରକ ସମ୍ପୃକ୍ତ ଯୁବତୀକୁ ଧକ୍କା ଦେଇଥିଲା । ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଧାମରା ଡାକ୍ତରଖାନା ପରେ ବାସୁଦେବପୁର ଡାକ୍ତରଖାନାକୁ ତାଙ୍କୁ ପଠା ଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିବା ଖବର ପାଇ ଉତ୍ୟକ୍ତ ଗ୍ରାମବାସୀ ଧାମରା ବାସୁଦେବପୁର ରାସ୍ତାକୁ ବନ୍ଦ କରି ରଖିଛନ୍ତି । ମୃତ ଯୁବତୀ ଜଣକ ହଉଛନ୍ତି ସ୍ଥାନୀୟ ଓରାମାଳ ଗ୍ରାମର ରାଧିକା ମଣ୍ଡକ ।

ସାଙ୍ଗକୁ ହତ୍ୟା କରି ନଦୀରେ ଫୋପାଡିଲା ସାଙ୍ଗ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking