29.1 C
Bhubaneswar
Saturday, October 5, 2024
Homeଓଡିଶାଅଡବା ଥାନାରେ ପଶି ପୋଲିସକୁ ଆକ୍ରମଣ

ଅଡବା ଥାନାରେ ପଶି ପୋଲିସକୁ ଆକ୍ରମଣ

ମୋହନା: ଅଡବା ଥାନାରେ ପଶି ପୋଲିସକୁ ଆକ୍ରମଣ ଏବଂ ଭଙ୍ଗାରୁଜା ହୋଇଥିବାର ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ୬ ପଞ୍ଚାୟତବାସୀଙ୍କ ଥାନାରେ ପଶି ଆକ୍ରମଣ । ପୋଲିସ ରାତି ଅଧିଆ ଚଢାଉ ପ୍ରତିବାଦରେ ଲୋକଙ୍କ ଆକ୍ରମଣ ।

ଖବର ମୁତାବକ ଝରଣପୁର ଗାଁରେ ପୋଲିସ ଚଢାଉ କରି ଜଣଙ୍କୁ ଉଠାଇ ନେଇଛି । ଗଂଜେଇ କାରବାର ମାମଲାରେ ପୋଲିସ୍ ଉଠାଇନେଇଥିବା ଅଭିଯୋଗ । ପୋଲସ ମିଛ ମାମଲା ରୁଜୁ କରି ଉଠାଇ ନେଇଥିବା ଲୋକଙ୍କ ଅଭିଯୋଗ । ପୋଲିସ୍ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ପଞ୍ଚଚାୟତବାସୀଙ୍କ ଆକ୍ରମଣ । ଲୋକଙ୍କ ଆକ୍ରମଣ ଭୟରେ ଅଡବା ଥାନା କର୍ମଚାରୀ ଶୂନ୍ୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking