ନୂଆଦିଲ୍ଲୀ : ଜରାୟୁ କର୍କଟ ବା ସର୍ଭିକାଲ କ୍ୟାନସର ପାଇଁ ବାହାରିଲା ଟିକା । ଦେଶର ପ୍ରଥମ ଜରାୟୁ କର୍କଟ ଟିକା ପ୍ରସ୍ତୁତ କଲା ସେରମ୍ ଇନ ଷ୍ଟିଚ୍ୟୁଟ ।କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ ପାପିଲୋମାଭାଇରସ୍ ଭ୍ୟାକସିନ୍ ବାହାର କରିଛି ସେରମ୍ । ଟିକା ପ୍ରସ୍ତୁତ ନେଇ ସେରମ୍ ସିଇଓ ଅଦର ପୁନାୱାଲାଙ୍କ ସୂଚନା । ଟିକାର ଦର ଖୁବ ଶୀଘ୍ର ନିର୍ଦ୍ଧାରଣ ହେବ କହିଲେ ପୁନାୱାଲା । ଟିକା ଦର ପାଖାପାଖି ୨ ଶହରୁ ୪ ଶହ ରହିବ କହିଲେ ପୁନାୱାଲା । କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ଚୂଡାନ୍ତ ହେବ ।
ପ୍ରଶାସନର ଶକ୍ତ ଆଦେଶ; ପଞ୍ଚାୟତ ବୈଠକରେ ବସିପାରିବେ ନାହିଁ ପରିବାର ସଦସ୍ୟ