28.1 C
Bhubaneswar
Monday, November 18, 2024
Homeଓଡିଶାବନ୍ୟା ପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ – ବିଜେପି

ବନ୍ୟା ପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ – ବିଜେପି

ଭୁବନେଶ୍ୱର : ବନ୍ୟା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କଲା ରାଜ୍ୟ ବିଜେପି । ବନ୍ୟା ପରିଚାଳନା ଲାଗି ସମନ୍ୱୟ ରହି ନ ଥିବା କହିଲେ ପୃଥ୍ୱୀରାଜ ହରିଚନ୍ଦନ । ପ୍ରଥମେ ଇଆଇସି କହିଲେ ବନ୍ୟା ହେବନି , ପରେ ମନ୍ତ୍ରୀ କହିଲେ ଛୋଟ ବନ୍ୟା ହେବ । ଦୁଇ ଦିନ ପରେ ଏସଆରସି କହିଲେ ବଡ ବନ୍ୟା ଆସୁଛି । ବନ୍ୟା ପରିଚାଳନା ପାଇଁ ସମନ୍ୱୟ ନ ଥିବା ଏହା ଦର୍ଶାଉଛି । ବନ୍ୟା ପାଇଁ ସରକାର ଦାୟୀ ଏବଂ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

ସ୍ତ୍ରୀ ଝଗଡା ସହି ନପାରି ପୋଖରୀକୁ ଡେଇଁଲେ ସ୍ୱାମୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking