ଭୁବନେଶ୍ୱର : ଓଡିଶା ପୋଲିସ ଏସଆଇ ପରୀକ୍ଷାରେ ବିଭ୍ରାଟ ନେଇ ଓପିଆରବିର ସୂଚନା । ସଫ୍ଟବ୍ୱେୟାର ସମସ୍ୟା ପାଇଁ ପରୀକ୍ଷା ଘୁଂଚିଲା କହିଲେ ଅଧ୍ୟକ୍ଷ । ଓପିଆରବି ଅଧ୍ୟକ୍ଷ ସୁଧାଂଶୁ ଷଡଙ୍ଗୀଙ୍କ ଟୁଇଟ ଜରିଆରେ ସୂଚନା । ପରୀକ୍ଷା ଘୁଂଚିଲା , ପୁଣି ଥରେ ପରୀକ୍ଷା କରାଯିବ । କାହାରିକୁ ପରୀକ୍ଷାରୁ ବଂଚିତ କରାଯିବ ନାହିଁ କହିଲେ ଅଧ୍ୟକ୍ଷ ।
କମ୍ପ୍ୟୁଟର ବେସଡ ଟେଷ୍ଟକୁ ନେଇ ବିଭ୍ରାଟ ଅଭିଯୋଗ । ପ୍ରଶ୍ନପତ୍ର ଡାଉନଲୋଡ ହୋଇପାରୁନଥିବାରୁ ପରୀକ୍ଷାର୍ଥୀଙ୍କ ଅଭିଯୋଗ । ନିର୍ଦ୍ଦିଷ୍ଟ ସମୟରେ ପରୀକ୍ଷା ହୋଇପାରୁନଥିବାରୁ ଅସନ୍ତୋଷ । ଘଟଣାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ । ଭୁବନେଶ୍ୱର , କଟକ , ଚୈାଦ୍ୱାରରେ ପରୀକ୍ଷାର୍ଥୀଙ୍କ ହୋହଲ୍ଲା ।
The re-examination of Paper I in CPSE 2018 is postponed because of Software issues. It is seen that Question Papers are not downloading properly. Further,it is assured that, no candidate will be denied the opportunity to take the exam. Inconvenience is regretted. Email being sent
— Dr Sudhanshu Sarangi (@SarangiSudhansu) August 20, 2022