ନୂଆଦିଲ୍ଲୀ: ପ୍ରୋଟିନର ଉତ୍ସ ହେଉଛି ଅଣ୍ଡା । ଲୋକମାନେ ଅଣ୍ଡା ଖାଇବାକୁ ବହୁତ ପସନ୍ଦ କରିଥାଆନ୍ତି । ଏହାକୁ ସେମାନେ ପ୍ରୋଟିନ ଭାବରେ ଗ୍ରହଣ କରିଥାନ୍ତି । ତେବେ ଦେଶୀ ଅଣ୍ଡା ଲୋକେ ଖାଇବାକୁ ପସନ୍ଦ କରୁଥିବା ବେଳେ ଏହାର ମୂଲ୍ୟ ସାଧାରଣ ଅଣ୍ଡା ଠାରୁ ଟିକିଏ ଅଧିକ ଥାଏ । ଆଉ ଏହାକୁ ଅଧିକ ଲୋକ ପସନ୍ଦ କରନ୍ତି ମଧ୍ୟ । ତେବେ ଅଣ୍ଡାର ମୂଲ୍ୟ ୬ ରୁ ୭ ଟଙ୍କା ଥିବା ବେଳେ ଯଦି ଅଣ୍ଡାର ମୂଲ୍ୟ ୫୦ ହଜାର ଟଙ୍କା ହୁଏ ତେବେ କଣ ଆପଣ ସେହି ଅଣ୍ଡା କିଣିବା କଥା ଭାବିବେ ।