18.1 C
Bhubaneswar
Tuesday, November 26, 2024
Homeଦେଶ ବିଦେଶଭାରତୀୟ ବଜାରରେ ଷ୍ଟଫକୁଲ ଲଞ୍ଚ କଲା ଜବରଦସ୍ତ ଡିଜାଇନ ସହ ୧୦,୦୦୦ ଏମଏଚର ପାୱାର ବ୍ୟାଙ୍କ

ଭାରତୀୟ ବଜାରରେ ଷ୍ଟଫକୁଲ ଲଞ୍ଚ କଲା ଜବରଦସ୍ତ ଡିଜାଇନ ସହ ୧୦,୦୦୦ ଏମଏଚର ପାୱାର ବ୍ୟାଙ୍କ

ନୂଆଦିଲ୍ଲୀ : ଘରୋଇ କମ୍ପାନୀ ଷ୍ଟଫକୁଲ ବଜାରରେ ନିଜର ଏକ ନୂଆ ୱେୟାରଲେସ ମ୍ୟାଗନେଟିକ ପାୱାରବ୍ୟାଙ୍କ ଲଞ୍ଚ କରିଛି । କମ୍ପନୀ ଦ୍ୱାରା ପ୍ରସ୍ତୁତ ଏହି ପାୱାରବ୍ୟାଙ୍କ ମେଡ଼ ଇନ ଇଣ୍ଡିଆ ଅର୍ଥାତ ସମ୍ପୂର୍ଣ୍ଣ ରୂପେ ଭାରତରେ ପ୍ରସ୍ତୁତ । ଏଥିରେ ୧୦,୦୦୦ ଏମଏଚର ବ୍ୟାଟେରୀ ସୁବିଧା ରହିଛି । ଏହାର ଆକାର ବି ଖୁବ ଛୋଟ ହୋଇଥିବାରୁ ଏହାକୁ ଖୁବ ସହଜରେ କେଉଁଠିକି ନବାଆଣିବା ବି କରିପାରିବେ ।

Stuffcoolର ଏହି ନୂଆ ପାୱାରବ୍ୟାଙ୍କରେ ଆପଲ କମ୍ପାନୀର Magsafe ଚାରଜିଙ୍ଗ ଟେକ୍ନୋଲୋଜି ଦିଆଯାଇଛି । ଏହି ପାୱାରବ୍ୟାଙ୍କରେ ଆପଣ iPhone 12/13 ସିରିଜରୁ ଆରମ୍ଭ କରି iPhone 12/13 ସିରିଜ ପର୍ଯ୍ୟନ୍ତ ଖୁବ ସହଜରେ ଚାର୍ଜ କରିପାରିବେ । ଏହାକୁ ଆପଣ କମ୍ପାନୀ ୱେବସାଇଟରୁ ୪ ହଜାର ୯୯୦ ଟଙ୍କା ଦେଇ କିଣିପାରିବେ । କମ୍ପାନୀ ୱେବସାଇଟ ବ୍ୟତୀତ ଏହାର ବିକ୍ରି ରିଟେଲ ଷ୍ଟୋରରେ ବି ହେଉଛି |

Stuffcoolର ଏହି ମ୍ୟାଗନେଟିକ ଚାର୍ଜରରୁ ଆପଣ ଅନ୍ୟ ୱେୟାରଲେସ ସପୋର୍ଟ ଵାଲା ଡିଭାଇସ ଗୁଡିକୁ ବି ଚାର୍ଜ କରିପାରିବେ । ଏହାର ଆଉ ଏକ ଖସିୟିତ ହେଉଛିକି ଆପଣ ଚାରଜିଙ୍ଗ ସମୟରେ ଫୋନକୁ କେଉଁଠିକି ନେଇକି ଯାଇପାରିବେ । ଏଥିରେ ଏଲଇଡ଼ି ବ୍ୟାଟେରୀ ଇଣ୍ଡିକେଟର ବି ଦିଆଯାଇଛି ।

ଏହା ସହ ମିଳୁଥିବା 15W ୱେୟରଲେସ ଚାରଜିଙ୍ଗରୁ ଆପଣ ସାମସଙ୍ଗ ଫୋନ ଓ Pixel 6/6 Pro ପରି ଫୋନ ବ୍ୟତୀତ Airpods Proକୁ ବି ଚାର୍ଜ କରିପାରିବେ । ଏଥିରେ ପାୱାରବ୍ୟାଙ୍କ ଟାଇପ-ସି ପୋର୍ଟ ଦିଆଯାଇଛି । ମାତ୍ର ୩୦ ମିନିଟରେ ଏହା ଆଇଫୋନକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିଦେଇପାରିବେ । ସୁରକ୍ଷା ଦୃଷ୍ଟିରୁ ଏହାକୁ BIS ସର୍ଟଫିକେସନ ବି ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking