ହରିୟାଣା : ହରିୟାଣା ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଓମ ପ୍ରକାଶ ଚୈାତାଲା ଙ୍କୁ ଜେଲ । ୪ ବର୍ଷର ଜେଲ ଦଣ୍ଡା ଦେଶ ସହ ୫୦ ଲକ୍ଷ ଟଙ୍କା ଜରିମାନା । ବେଆଇନ ସମ୍ପତ୍ତି ଆହରଣ ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ଦଣ୍ଡ ।