25.1 C
Bhubaneswar
Friday, October 25, 2024
Homeମନୋରଞ୍ଜନବିଳାସପୂର୍ଣ୍ଣ କାର ଛାଡି ଅଟୋରେ ଯାତ୍ରା କରୁଛନ୍ତି ଈଶା ଗୁପ୍ତା

ବିଳାସପୂର୍ଣ୍ଣ କାର ଛାଡି ଅଟୋରେ ଯାତ୍ରା କରୁଛନ୍ତି ଈଶା ଗୁପ୍ତା

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଈଶା ଗୁପ୍ତା। ସେ ସୋସିଆଲ ମିଡିଆରେ ବେଶ ସକ୍ରିୟ। ପ୍ରାୟ ପ୍ରତିଦିନ ତାଙ୍କର ଫଟୋ ଏବଂ ଭିଡିଓ ଭାଇରାଲ ହୁଏ। କିନ୍ତୁ ବର୍ତ୍ତମାନ ସେ ଏହିପରି କିଛି କରିଛନ୍ତି, ଯେଉଁଥିପାଇଁ ତାଙ୍କର ଏକ ଭିଡିଓ ଇଣ୍ଟରନେଟରେ ଛାଇ ଯାଇଛି।

ଖବର ଅନୁଆୟୀ, ଈଶା ଗୁପ୍ତା ନିଜର ବିଳାସପୂର୍ଣ୍ଣ କାର ଛାଡି ଅଟୋରେ ଯାତ୍ରା କରୁଛନ୍ତି। ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଏକ ଅଟୋରେ ବସିଥିବାର ନଜର ଆସିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳୁଛି, ଈଶା ରାସ୍ତା କଡ଼ରେ ଠିଆ ହୋଇଛନ୍ତି। ତା’ପରେ ସେ ସେଠାରୁ ଏକ ଅଟୋରେ ବସି ଚାଲିଯାଇଛନ୍ତି। ଏହି ସମୟରେ, ସେ କ୍ରପ୍ ଟପ୍ ଏବଂ ଜେଗିଂଗ୍ସ ପିନ୍ଧିଥିବାର ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking