32.1 C
Bhubaneswar
Saturday, October 19, 2024
Homeଓଡିଶାଶ୍ରୀମନ୍ଦିର ରୋଷଚୁଲା ଭଙ୍ଗା ଘଟଣା, ଜଣେ ସନ୍ଦିଗ୍ଧ ଚିହ୍ନଟ

ଶ୍ରୀମନ୍ଦିର ରୋଷଚୁଲା ଭଙ୍ଗା ଘଟଣା, ଜଣେ ସନ୍ଦିଗ୍ଧ ଚିହ୍ନଟ

ପୁରୀ: ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିବା ଘଟଣାରେ ତଦନ୍‌ନ୍ତ ଆରମ୍‌ମ୍ଭ ହୋଇଥିବା ବେଳେ ସିସିଟିଭି ଫୁଟେଜ୍ ଆଧରରେ ଜଣେ ସନ୍ଦିଗ୍ଧଙ୍‌ଙ୍କୁ ଚିହ୍ନଟ କରାଯାଇ ତାଙ୍‌ଙ୍କୁ ପଚରାଉଚରା କରାଯାଇଛି । ସନ୍‌ନ୍ଦିଗ୍‌ଗ୍ଧ ଯୁବକ ଜଣକ ସେବାୟତ କି ନୁହେଁ ତାହା ଜଣାପଡ଼ିନାହିିଁ ବୋଲି ପୁରୀ ଏସ୍‌ପି ଡ. ବିଶାଲ କନୱର ସିଂ କହିଛନ୍‌ନ୍ତି । ସେପଟେ ସୁରକ୍ଷାରେ ନିୟୋଜିତ ୪ ଜଣ ଜେଟିପି (ଜଗନ୍ନାଥ ଟେମ୍ପଲ ପୋଲିସ)ଙ୍କୁ ମଧ୍‌ଧ୍ୟ ପଚରାଉଚରା କରାଯାଉଛି । ସମ୍‌ମ୍ପୃକ୍‌କ୍ତ ୪ ଜେଟିପି ସନ୍‌ନ୍ଦିଗ୍‌ଗ୍ଧ ଯୁବକଙ୍କୁ ଶ୍ରୀମନ୍ଦିର ବାହାରକୁ ଆଣି ଛାଡିଥିବା ସିସିଟିଭିରେ ସ୍‌ସ୍ପଷ୍‌ଷ୍ଟ ହୋଇଥିବାରୁ ସେମାନଙ୍‌ଙ୍କୁ ନୋଟିସ ଦିଆଯାଇଛି । ଏହାସହ ଅନ୍ୟ ୨ ଜଣଙ୍କୁ ମଧ୍ୟ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ସନ୍ଦେହରେ ପଚରାଉଚରା ଜାରି ରହିଛି ।
ସୂଚନାଯେ, ଶ୍ରୀମନ୍ଦିର ରୋଷ ଚୁଲି ଭାଙ୍ଗିବା ଘଟଣାରେ ପୋଲିସ ତଦନ୍ତକୁ ଜୋରଦାର କରିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । ଘଟଣାରେ ତଦନ୍ତ ପାଇଁ ୫ଜଣିଆ ଟିମ୍ ଗଠନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking