28.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶବିନୟ ମୋହନ କ୍ୱାତ୍ରା ଭାରତର ବୈଦେଶିକ ସଚିବ

ବିନୟ ମୋହନ କ୍ୱାତ୍ରା ଭାରତର ବୈଦେଶିକ ସଚିବ

ନୂଆଦିଲ୍ଲୀ : ବିନୟ ମୋହନ କ୍ୱାତ୍ରା ହେବେ ଭାରତର ପରବର୍ତ୍ତୀ ବୈଦେଶିକ ସଚିବ । ୧୯୮୮ ବ୍ୟାଚ୍‌ର ବରିଷ୍ଠ ଆଇଏଫ୍‌ଏସ୍ ଅଧିକାରୀ ବିନୟ କ୍ୱାତ୍ରା । ହର୍ଷବର୍ଦ୍ଧନ ଶ୍ରୀଙ୍ଗଲାଙ୍କ ସ୍ଥାନରେ ନିଯୁକ୍ତ ହେଲେ ବିନୟ କ୍ୱାତ୍ରା । ବନୟଙ୍କ ନୁଯୁକ୍ତିରେ ମଞ୍ଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ୍ । ବିନୟ କ୍ୱାତ୍ରା ଏବେ ଭାରତ ପକ୍ଷରୁ ନେପାଳର ରାଷ୍ଟ୍ରଦୂତ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking