ଯାଜପୁର: ଅଧୀକ୍ଷଣ ଯନ୍ତ୍ରୀ ଜଳସେଚନ ବିଭାଗ, ଯାଜପୁରଙ୍କ ରିପୋର୍ଟ ଆଧାରରେ ଯାଜପୁର ସହର ସ୍ଥିତ ବୈତରଣୀ ନଦୀ ତଟରେ ବାରୁଣୀ ସ୍ନାନକୁ ଚଳିତ ବର୍ଷ ପାଇଁ ବନ୍ଦ ରଖାଯାଇଚ୍ଥି । ସପ୍ତ ମାତୃକା ମନ୍ଦିର ନିକଟରେ ସପ୍ତ ମାତୃକା ବ୍ୟାରେଜର ନିର୍ମାଣ କାର୍ଯ୍ୟ ଜାରି ରହିଥିବାରୁ ସନ୍ନିକଟ ନଦୀରେ ଗଭୀର ଜଳ ରହିଚ୍ଥି । ଯେଉଁଥିରେ ସ୍ନାନ ପାଇଁ ଜୀବନ ବିପଦସଙ୍କୁଳ ହୋଇପାରେ ବୋଲି ଅଧିକ୍ଷଣଯନ୍ତ୍ରୀ ଉପଜିଲ୍ଳ୍ାପାଳଙ୍କୁ ଅବଗତ କରାଇଚ୍ଥନ୍ତି । ସେହି ଆଧାରରେ ଜନ ଜୀବନ ସୁରକ୍ଷା ପାଇଁ ବୈତରଣୀ ନଦୀ ସପ୍ତ ମାତୃକା, ବାରୁଣୀ ଘାଟ, ଦଶାଶ୍ୱମେଧ ଘାଟ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଚଳିତ ମାସ ୨୯ ଓ ୩୦ ରେ ବାରୁଣୀ ମେଳା ସ୍ନାନ ପାଇଁ ଉପଜିଲ୍ଳ୍ାପାଳ ୧୪୪ ଧାରା ଜାରି କରିଚ୍ଥନ୍ତି । ଏହି ସମୟ ମଧ୍ୟରେ ବୈତରଣୀ ନଦୀର ଊପରୋକ୍ତ ସ୍ଥାନରେ ସ୍ନାନକୁ ବାରଣ କରାଯାଇଚ୍ଥି ବୋଲି ଊପଜିଲ୍ଳ୍ାପାଳ ଆଦେଶ କରିଚ୍ଥନ୍ତି ।