19.1 C
Bhubaneswar
Monday, November 18, 2024
Homeଓଡିଶା୭୩ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି, ପଢ଼ନ୍ତୁ ପୂରା ତାଲିକା

୭୩ଟି ମ୍ୟୁନିସିପାଲିଟି ଓ ଏନ୍‌ଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି, ପଢ଼ନ୍ତୁ ପୂରା ତାଲିକା

ଭୁବନେଶ୍ୱର : ୧୦୫ଟି ମ୍ୟୁନିସିପାଲିଟି ଓ ଏନ୍‌ଏସିର ଅଧ୍ୟକ୍ଷ ପଦ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଫଳାଫଳ ଆଜି ଆସିଛି । ୧୦୫ଟି ଅଧ୍ୟକ୍ଷ ପଦରୁ ବିଜେଡି ସର୍ବାଧିକ ୭୩ଟି ହାତେଇଥିବା ବେଳେ ବିଜେପିକୁ ମିଳିଛି ୧୬ଟି ଆସନ । ସେହିପରି କଂଗ୍ରେସକୁ ୭ଟି ଅଧ୍ୟକ୍ଷ ପଦ ମିଳିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୯ଟି ଅଧ୍ୟକ୍ଷ ପଦ ପାଇଛନ୍ତି । କିଏ କେଉଁଠି ଅଧ୍ୟକ୍ଷ ପଦ ହାତେଇଛନ୍ତି ନିମ୍ନରେ ପଢ଼ନ୍ତୁ ।
ମ୍ୟୁନିସିପାଲିଟି ଅଧ୍ୟକ୍ଷ
ଅନୁଗୋଳ- ଅକ୍ଷୟ ସାମନ୍ତ (ବିଜେଡି)
ତାଳଚେର- ପବିତ୍ର ଭୂତିଆ (ବିଜେଡି)
ବଲାଙ୍ଗିର- ଲିକା ସାହୁ (ବିଜେଡି)
ଟିଟିଲାଗଡ଼- ମମତା ଜୈନ (ବିଜେପି)
ବାଲେଶ୍ୱର- ସବିତା ସାହୁ (ବିଜେଡି)
ସୋର- ମାଧବ ଧଡ଼ା (ବିଜେପି)
ଜଳେଶ୍ୱର- ପ୍ରତୀପ ପ୍ରଧାନ (ବିଜେଡି)
ବରଗଡ଼- କଳ୍ପନା ମାଝୀ (ବିଜେଡି)
ଭଦ୍ରକ- ଗୁଲମାକି ଦଲୱାଜି (ସ୍ୱାଧୀନ)
ବାସୁଦେବପୁର- ନିବେଦିତା ବେହେରା (ବିଜେଡି)
ଚୌଦ୍ୱାର- ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ (ବିଜେଡି)
ଦେବଗଡ଼- ଶାନ୍ତିମଂଜରୀ ଦେଇ (ବିଜେଡି)
ଢେଙ୍କାନାଳ- ଜୟନ୍ତୀ ପାତ୍ର (ବିଜେପି)
ପାରଳାଖେମୁଣ୍ଡି- ନିର୍ମଳା ସେଠୀ (ବିଜେଡି)
ହିଂଜିଳିକାଟୁ- ସୁବାସ ପଲେଇ (ବିଜେଡି)
ଜଗତସିଂହପୁର- ଅର୍ଚ୍ଚନା ସିଂହ (କଂଗ୍ରେସ)
ପାରାଦୀପ- ବସନ୍ତ ବିଶ୍ୱାଳ (ବିଜେଡି)
ଯାଜପୁର- ରଂଜୁଲତା ହୋତା (ବିଜେଡି)
ବ୍ୟାସନଗର- ସଂଗୀତା ପିଙ୍ଗୁଆ (ବିଜେଡି)
ଝାରସୁଗୁଡ଼ା- ରାଣୀ ହାତୀ (ବିଜେଡି)
ବେଲପାହାଡ଼- ନିମାଇଁ ପଣ୍ଡା (କଂଗ୍ରେସ)
ବ୍ରଜରାଜନଗର- ଯାଜ୍ଞସେନୀ ଓରାମ (ବିଜେଡି)
ଭବାନୀପାଟଣା- ସଂଯୁକ୍ତା ବେହେରା (ବିଜେଡି)
ଫୁଲବାଣୀ- ସ୍ମିତାରାଣୀ ମହାନ୍ତି (ବିଜେପି)
କେନ୍ଦ୍ରାପଡ଼ା- ସରିତା ସାହୁ (ବିଜେଡି)
ପଟ୍ଟାମୁଣ୍ଡାଇ- ହେମନ୍ତ ସାହୁ (ବିଜେଡି)
ଆନନ୍ଦପୁର- ରଜନୀରାଣୀ ଖଟୁଆ (ବିଜେଡି)
ଯୋଡ଼ା- ଜଗଦୀଶ ସାହୁ (ବିଜେଡି)
କେନ୍ଦୁଝରଗଡ଼- ନିକୁ ସାହୁ (ବିଜେପି)
ବଡ଼ବିଲ- ଲକ୍ଷ୍ମଣ ମହାନ୍ତ (ବିଜେଡି)
ଜଟଣୀ- ଅନନ୍ତ ବେହେରା (ବିଜେଡି)
ଖୋର୍ଦ୍ଧା- କନକଲକ୍ଷ୍ମୀ ମହାନ୍ତି (ବିଜେଡି)
ଜୟପୁର- ନରେନ୍ଦ୍ର ମହାନ୍ତି (କଂଗ୍ରେସ)
କୋରାପୁଟ- ଲଲାଟ ରଂଜନ ସେଠୀ (ବିଜେଡି)
ସୁନାବେଡ଼ା- ରାଜେନ୍ଦ୍ର ପାତ୍ର (ସ୍ୱାଧୀନ)
ମାଲକାନଗିରି- ମନୋଜ ବାରିକ (ବିଜେଡି)
ରାଇରଙ୍ଗପୁର- ଅଭିଷେକ ପଟ୍ଟନାୟକ (ବିଜେଡି)
ବାରିପଦା- କୃଷ୍ଣାନନ୍ଦ ମହାନ୍ତି (ବିଜେଡି)
ନୟାଗଡ଼- ନିରୂପମା ଖଟେଇ (ବିଜେଡି)
ନବରଙ୍ଗପୁର- କୁନୁ ନାୟକ (ବିଜେପି)
ଉମରକୋଟ- ରାଧା ଭତ୍ରା (ବିଜେଡି)
ଗୁଣୁପୁର- ମମତା ଗୌଡ଼ (ସ୍ୱାଧୀନ)
ରାୟଗଡ଼ା- ମହେଶ ପଟ୍ଟନାୟକ (ବିଜେଡି)
ସୋନପୁର- ତାମସୀ ତାମସ୍ମିତା ନାୟକ (ବିଜେଡି)
ବୀରମିତ୍ରପୁର- ସନ୍ଦୀପ ମିଶ୍ର (ବିଜେଡି)
ସୁନ୍ଦରଗଡ଼- ତନୟା ମିଶ୍ର (ବିଜେପି)
ରାଜଗାଙ୍ଗପୁର- ମାଧୁରୀ ଲୁଗୁନ (ବିଜେଡି)
ଏନ୍‌ଏସି ଅଧ୍ୟକ୍ଷ
ଆଠମଲ୍ଲିକ- ଆଶା କୁମାରୀ ସାହୁ (ବିଜେଡି)
ତୁଷୁରା- ଅଜୟ ଜୟସ୍ୱାଲ (ବିଜେଡି)
କଌକ୍ଷଗ୍ଧ;ାବାଞ୍ଜି- ବରିୟାମ ସିଂ ସାଲୁଜା (କଂଗ୍ରେସ)
ପାଟଣାଗଡ଼- ମାନସୀ ବିଶ୍ୱାଳ (ବିଜେଡି)
ରେମୁଣା- ତନୁଜା ଗିରି (ବିଜେଡି)
ନୀଳଗିରି- ଅମ୍ବିକା ଦାସ (ବିଜେଡି)
ବିଜେପୁର- ସୀତା ବାରିକ (ବିଜେଡି)
ପଦ୍ମପୁର- ସାବିତ୍ରୀ ବାଗ (ବିଜେଡି)
ବରପାଲି- ଦିନେଶ ଗହୀର (ସ୍ୱାଧୀନ)
ଚାନ୍ଦବାଲି- ଶାନ୍ତିଲତା ସେଠୀ (ବିଜେଡି)
ବୌଦ୍ଧ- ମୃତ୍ୟୁଞ୍ଜୟ ମିଶ୍ର (ବିଜେଡି)
ଆଠଗଡ଼- ସସ୍ମିତା ରାଉତ (ବିଜେଡି)
ବାଙ୍କୀ- ମାଣିକ ସାହୁ (ବିଜେଡି)
ଭୁବନ- ଶୁଭେନ୍ଦୁ ସାହୁ (ବିଜେଡି)
କାମାକ୍ଷାନଗର- ଧର୍ମାନନ୍ଦ ପରିଡ଼ା (ବିଜେଡି)
କାଶୀନଗର- ଏମ୍ ସୁଧାରାଣୀ (ବିଜେଡି)
ବୁଗୁଡ଼ା- ଚିତ୍ରସେନ ପ୍ରଧାନ (ବିଜେଡି)
ସୋରଡ଼ା- ଶିବଶଙ୍କର ପଣ୍ଡା (ବିଜେଡି)
ଦିଗପହଣ୍ଡି- ପ୍ରଫୁଲ୍ଲ ପଣ୍ଡା (କଂଗ୍ରେସ)
ବେଲଗୁଣ୍ଠା- ଫିରୋଜ ସେଠୀ (ବିଜେଡି)
ଖଲ୍ଲିକୋଟ- ନିରଞ୍ଜନ ବେହେରା (ବିଜେଡି)
କୋଦଳା- ସୂର୍ଯ୍ୟ ନାରାୟଣ ନାୟକ (ବିଜେପି)
ରମ୍ଭା- ମାନସୀ ସ୍ୱାଇଁ (ବିଜେପି)
ଗଞ୍ଜାମ- ପ୍ରତିଭା ପାଢ଼ୀ (ସ୍ୱାଧୀନ)
ପୁରୁଷୋତ୍ତମପୁର- ପ୍ରିୟଙ୍କା ଗୌଡ଼ (ସ୍ୱାଧୀନ)
ଗୋପାଳପୁର- ଏ ଜାନକୀରାମ (ବିଜେଡି)
ଚିକିଟି- ଦୀପା ସାହୁ (ବିଜେଡି)
ଭଞ୍ଜନଗର- ଗୋପବନ୍ଧୁ ମହାପାତ୍ର (ବିଜେଡି)
ଆସିକା- ବିନେତା ସ୍ୱାଇଁ (ବିଜେଡି)
କବିସୂର୍ଯ୍ୟନଗର- ସିଏଚ୍‌? ଲକ୍ଷ୍ମୀ ସେଠୀ (ବିଜେଡି)
ପୋଲସରା- ସଂଗୀତା ବେହେରା (ବିଜେଡି)
ଛତ୍ରପୁର- ଶର୍ମିଷ୍ଠା ପ୍ରଧାନ (ବିଜେପି)
ଧର୍ମଗଡ଼- ଅଶୋକ ମହାନ୍ତି (ବିଜେପି)
କେସିଙ୍ଗା- ନୃପରାଜ ଯାଦବ (ବିଜେଡି)
ଜୁନାଗଡ଼ା- ମୁକେଶ ଅଗ୍ରୱାଲ (ବିଜେପି)
ବାଲିଗୁଡ଼ା- ଗୋବିନ୍ଦ ପ୍ରଧାନ (ବିଜେଡି)
ଜି. ଉଦୟଗିରି- ଭାନୁପ୍ରଭା ମିଶ୍ର (ବିଜେଡି)
ଚମ୍ପୁଆ- ଗିରିଜା ଶଙ୍କର ସାହୁ (ବିଜେଡି)
ବାଲୁଗାଁ- ସୁକାନ୍ତି ପାଇକରାୟ (ବିଜେଡି)
ବାଣପୁର- ମିଟୁ ନାୟକ (ବିଜେଡି)
କୋଟପାଡ଼- ଏମ୍‌? ଶଙ୍କର ରାଓ (କଂଗ୍ରେସ)
ବାଲିମେଳା- ପ୍ରଦୀପ ନାଏକ (ବିଜେପି)
କରଞ୍ଜିଆ- ପପି ପୃଷ୍ଟି (ବିଜେଡି)
ଉଦଳା- ପ୍ରମିଳା ପଣ୍ଡା (ବିଜେପି)
ଖଣ୍ଡପଡ଼ା- ଆରତି ପ୍ରଧାନ (ସ୍ୱାଧୀନ)
ରଣପୁର- ରଙ୍ଗୀନ ମହାନ୍ତି (ବିଜେଡି)
ଦଶପଲ୍ଲା- ପୁନମ ପ୍ରିୟଦର୍ଶିନୀ (ସ୍ୱାଧୀନ)
ନୂଆପଡ଼ା- ମହମ୍ମଦ ଆଦମ (ସ୍ୱାଧୀନ)
ଖରିଆର ରୋଡ୍‌?- ସୋନିଆ ଜୈନ (ବିଜେପି)
ଖରିଆର- ଉଜ୍ଜ୍ୱଳ ଗୁପ୍ତା (କଂଗ୍ରେସ)
କୋଣାର୍କ- ସଂଯୁକ୍ତା ତ୍ରିପାଠୀ (ବିଜେଡି)
ନିମାପଡ଼ା- ସସ୍ମିତା ସାହୁ (ବିଜେଡି)
ପିପିଲି- ସେକ୍ ବାବୁ (ବିଜେଡି)
ଗୁଡ଼ାରୀ- ଶର୍ମିଷ୍ଠା ଶବର (ବିଜେଡି)
କୁଚିଣ୍ଡା- ପ୍ରଦ୍ୟୁତ କୁମାର ମହାନ୍ତି (ବିଜେଡି)
ରେଢ଼ାଖୋଲ- ଶିବରାମ ସାହୁ (ବିଜେପି)
ବିନିକା- ସୁବାସ ଭୋଇ (ବିଜେଡି)
ତରଭା- ବନ୍ଦିତା ନାୟକ (ବିଜେଡି)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking