ଯାଜପୁର : ଯାଜପୁର ଓ ବ୍ୟାସନଗରରେ ବିଜେଡ଼ି ବାଜିମାତ ଦୁଇଟି ସହରରେ ବିଜେଡ଼ି ର ଅଧକ୍ଷା ପଦ ହାସଲ କଲା ବିଜେଡ଼ି ଗଡ଼ରେ ପରିଣତ ହେଲା । ଯାଜପୁର ପୌର ପରିଷଦରେ ସମସ୍ତ ୱାର୍ଡର କାଉନସିଲ ସହ ଅଧକ୍ଷା ବହୁ ଭୋଟ ବ୍ୟବଧାନର ବିଜୟର ମୁକୁଟ ପିନ୍ଧି ଯାଜପୁରର ବିଧାୟକଙ୍କ ସ୍ୱାଭିମାନ ରକ୍ଷା କରିଛନ୍ତି । ଅନ୍ୟପକ୍ଷରେ ବ୍ୟାସନଗର ପୌର ପରିଷଦରେ ଅଧକ୍ଷା ଆସନ ଟି ବିଜେଡ଼ି କରାୟତ କରି ୯ହଜାର ଅଧିକ ଭୋଟ ବ୍ୟବଧାନ ବିଜୟ ଲାଭ କରିଛି । ବିଜେଡ଼ି ର ୧୫ଜଣ କାଉନସିଲ, କଂଗ୍ରେସ ର ୫ଜଣ, ବିଜେପି ର ୩ଜଣ ଓ ସ୍ୱାଧୀନ ୩ଜଣ ଜଣ କାଉନସିଲ ନିର୍ବାଚିତ ହୋଇଛନ୍ତି । ବିଜେଡ଼ି ର ଦବ ଦବା ଏହି ଜିଲ୍ଲାର ର ଦୁଇଟି ସହରରେ ରହିଛି ନିର୍ବାଚନରେ ପ୍ରମାଣିତ କରିଛି । ଯାଜପୁର ପୌର ପରିଦଦର ୧୮ଟି କାଉନସିଲ ବିଜେଡ଼ି ପୋଛି ନେଲା । ବିରୋଧୀ ଦଳକୁ ଶକ୍ତ ଧକ୍କା ହେଲା ।
ଯାଜପୁର ମୁନିସିପାଲିଟିର ୧୮ଟିି ୱାର୍ଡ ର କାଉନସିଲର ପଦବୀ ଓ ଅଧକ୍ଷା ଭାବରେ ବିଜେଡି ପାର୍ଥୀନୀ ରଞ୍ଜୁଲତା ହୋତା ବୋହୁ ଭୋଟରେ ବିଜୟୀ ହୋଇ ଯାଜପୁରରେ ଶଙ୍ଖ ଧୋନିରେ ସହର ସାରା ଶଙ୍ଖମୟ । ଯାଜପୁରର ଯୁବ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି )ଙ୍କ ଗଡ଼ କୁହାଯାଉଥିବା ଯାଜପୁର ମୁନିସିପାଲିଟିରେ ଲୋକମାନେ ସ୍ୱତପ୍ରୁତ ଭାବେ ବିଜେଡି ପାର୍ଥୀ ପାର୍ଥୀନୀମାନଙ୍କୁ ବିଜୟୀ କରିଛନ୍ତି । ଯାଜପୁର ବିକାଶର ମଙ୍ଗ ଧରିଥିବା ବବି ଏବେ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି । ଯାଜପୁରର ଷ୍ଟାର କ୍ୟାମ୍ପନର ଭାବେ ଯାଜପୁର ପୂର୍ବତନ ଅଧକ୍ଷ ଭବ ପ୍ରସାଦ ଦାସଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଲୋକଙ୍କ ସେବା ମନୋବୃତି ପାଇଁ ଲୋକଙ୍କ ନିକଟତର ହୋଇପାରିଛନ୍ତି । ଯାଜପୁର ମୁନିସିପାଲିଟିଯାଜପୁର ଓ ବ୍ୟାସନଗରରେ ବିଜେଡ଼ି ବାଜିମାତରେ ଯେଉଁ ସବୁ ଉର୍ନତି ମୂଳକ କାର୍ଯ୍ୟ ପାଇଁ ସଫଳତା ମିଳିଥିବାର ସାଧାରଣରେ ଚର୍ଚ୍ଚା ହୁଏ ।