25.1 C
Bhubaneswar
Monday, October 21, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧନାଟୋକୁ ୟୁକ୍ରେନ୍‌ର ଚେତାବନୀ

ନାଟୋକୁ ୟୁକ୍ରେନ୍‌ର ଚେତାବନୀ

କିଭ୍‌: ୟୁକ୍ରେନ୍‌କୁ ନୋ ଫ୍ଲାଇଂ ଜୋନ୍ କର ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନ୍‌ସ୍କି ଚେତାବନୀ ଦେଇଛନ୍ତି । ଏକ ଭିଡିଓ ପୋଷ୍ଟ କରି ନାଟୋକୁ ଏହି ଚେତାବନୀ ଦେଇଛନ୍ତି ଜେଲେନ୍‌ସ୍କି । ପ୍ରତିଶ୍ରୁତି ଦେଇ ନାଟୋ ଖେଳ ଖେଳୁଥିବା ବେଳେ ଜେଲେନ୍‌ସ୍କି ଉଦ୍‌ବେଗ ପ୍ରକାଶ କରି ଏଭଳି ଭିଡିଓ ଜାରି କରିଥିବା ଜଣାପଡ଼ିଛି । ତେବେ ୟୁକ୍ରେନ୍‌କୁ ସହାୟତା ପାଇଁ ତଥା ନାଟୋକୁ ସହଯୋଗ ପାଇଁ ଗତ ଦୁଇଦିନ ତଳେ ଆମେରିକା ପଠାଇଥିବା ୧୨ ହଜାର ସେନା ଏବେ କିଭଳି ସହାହତା କରୁଥିବା ତା’ର କୌଣସି ଖବର ନାହିଁ । ଲଗାତାର ରୁଷ୍ କିଭ୍ ଦଖଲ ପାଇଁ ୟୁକ୍ରେନ୍ ଉପରେ ମିସାଇଲ୍ ମାଡ଼ କରି ଗୋଟିଏ ପରେ ଗୋଟିଏ କ୍ଷତି କରିଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking