ନୂଆଦିଲ୍ଲୀ: ଋଷିଆ ଏବଂ ୟୁକ୍ରେନ ଯୁଦ୍ଧର ବଡ ଘୋଷଣା ହୋଇଥିବା ସୂଚନା ମିଳିଛି । ଯୁଦ୍ଧର ୧୦ମ ଦିନରେ ଅସ୍ତ୍ରବିରତି ଘୋଶଣା କ୍ଲା ଋଷ । ୨ଟି ସହରରେ ରୁଶିଆର ସାମୁହିକ ଅସ୍ତ୍ରବିରତି । ଖାରକିଭ ଏବଂ ଅନ୍ୟ ଏକ ସହରରେ ସାମହିକ ଅସ୍ତ୍ରବିତରତି ।ଫସିରହିଥିବା ଶିଶୁ ,ଛାତ୍ର,ଏବଂ ଗର୍ଭବତି ମହିଳାଙ୍କଦ୍ଦ୍ାର କରିବା ପାଇଁ ଅସ୍ତ୍ରବିରୋଧି କଲା ଦେଶ । ଭାରତ୍ରି ସମୟ ଦିନ ୧୧ଟା୩୦ ଠାରୁ ଅସ୍ତ୍ର ବିରତି ଘୋଷଣା ହୋଇଛି । ମଶାଇଲ ଏବଂ ରକେଟ ମାଡ ଉପରେ ବେଶି ମାତ୍ରାରେ ବିରତୀ କରାଯାଇଥିବା ସୂଚନା ମିଳିଛି ।